Duration 21:24

ବିଶ୍ଵାଳୀ, କୁଜଙ୍ଗ | Suna Sujane Season- 2 EP 12 | Biswali, Kujanga,Jagatsinghpur Part-3 | Prarthana

15 544 watched
0
220
Published 9 Dec 2021

ଶୁଣ ସୁଜନେ , ବିଶ୍ଵାଳୀ ଗାଁ ରେ ଶରଣ ନନା ଓ ଚରଣ ନନା । * ଶୁଣ ସୁଜନେ ଏକ ଲୋକ ସମ୍ପର୍କ ଧର୍ମୀ କାର୍ଯ୍ୟକ୍ରମ. ଗାଁ ଗହଳି ରେ ଲୁଚିରହିଥିବା ବିଭିନ୍ନ ପ୍ରତିଭା ଙ୍କୁ ଅନୁସନ୍ଧାନ କରି ସେମାନଙ୍କୁ ଲୋକଲୋଚନ କୁ ଆଣିବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ , ସାଧାରଣ ଗ୍ରାମୀଣ ଲୋକଙ୍କ ସହିତ ମିଶିବା ଏବଂ ସେମାନଙ୍କ ସହ ସମୟ କଟାଇବା ଏହି କାର୍ଯ୍ୟକ୍ରମ ର ଏକ ମହତ ଉଦ୍ୟେଶ, ଓଡ଼ିଆ ଭାଷା, ସଂସ୍କୃତି, ଓ ପରମ୍ପରା ବିଷୟରେ ଅଧିକ ଜାଣିବା ଓ ଜଣାଇବା କାର୍ଯ୍ୟକ୍ରମ ର ଆଉ ଏକ ଲକ୍ଷ୍ୟ, ଏକ ଭିନ୍ନ ଶୈଳୀ ରେ ଚକୁଳିଆ ପଣ୍ଡା ବେଶ ଧାରଣ ପୂର୍ବକ ଏହି କାର୍ଯ୍ୟକ୍ରମ କୁ ଉପସ୍ଥାପନା କରିଛନ୍ତି ଓଡିଶା ର ସୁନାମଧନ୍ୟ ଭାଷ୍ୟକାର ଶରଣାରବିନ୍ଦ ଓଝା ଏବଂ କଣ୍ଠ ଶିଳ୍ପୀ ଶ୍ରୀ ଚରଣ ମହାନ୍ତି । Prarthana TV is the number one Devotional TV channel in Odisha. SUBSCRIBE to Prarthana channel for more Odia Devotional content and Song /user/prarthanatv Like us on Facebook https://www.facebook.com/prarthanatv/ Circle on G+ https://plus.google.com/u/5/+ PrarthanaTV Visit our website for further details: www.prarthanatv.in

Category

Show more

Comments - 3